by BISWESWAR MAJHI ✓ · 14 Jul 2019
ଇଂରେଜ ସର୍କାର ଯାଚି ଦେଇଥିଲେ ରାୟ ବାହାଦୁର ପଦ ଆନ କିଏ ଅବା ହୋଇଥିଲେ ଗ୍ରାସିଥାନ୍ତା କ୍ଷମତାର ମଦ। ରାୟ ବାହାଦୁର ଉପାଧି କି ଲାଭ ତୁମେ ପରା କବିବର କବି ଠାରୁ ବଡ଼ କେ ଅଛି ଜଗତେ ପୁଜା ପାଏ ସରବତ୍ର !!
Loading comments…
Loading comments…