by Sridevi Das ✓ · 8 Jun 2019
କର୍ମ ଆଜି କାନ୍ଦେ କହେ- ଭୂଲି କି ଗଲ କି ମତେ ତୁମ୍ଭେମାନେ, ଅନ୍ୟକୁ ଦୋଷ ଦେଇ ଥରେ ଦେଖ ଝାଙ୍କି ନିଜ ଅନ୍ତରକୁ କି କର୍ତ୍ତବ୍ଯ କରିଛ କାହାପାଇଁ, ପ୍ରଶ୍ନବାଚୀ କାହିଁ ପାଇଁ, ଆସିବି ମୁଁ ଫେରି ସେସବୁ ଘେନି କେବଳ ତୁମ୍ଭରି ପାଇଁ
Loading comments…
Comments
Loading comments…