by Manmath Kumar Das ✓ · 18 Jan 2021
ନାଲି ଆଖି ତଳେ କଜ୍ଜଳ ଦେଖି ମନ ଗଲା କାମ-ଜାଲରେ ଲାଖି ଆଜାନୁ ଲମ୍ବିତ କୋମଳ ବାହୁ ଠାରୁଛି କି ତୁମ କୋଳକୁ ଆଉ ଯେ ଅପଲକେ ମୁହିଁ ଚାହିଁଛି
Loading comments…
Loading comments…