by Banabihari Mishra ✓ · 19 May 2019
ଶୀତଳ ଚନ୍ଦନ ତୁମେ ବିଦଗ୍ଧ ପ୍ରାଣର ସିକ୍ତ ହୁଏ ଶୁଷ୍କ ମରୂ ଦର୍ଶନେ ତୁମର ତୀବ୍ର ସ୍ରୋତସ୍ବିନୀ ମଧ୍ୟେ ତୁମେ ତ ନଉକା ଅଗାଧ ସାଗରେ ତୁମେ ଏକା ପାରାବାର।
Loading comments…
Loading comments…