by Sagar Kumar Parida ✓ · 20 Sept 2020
ଆଗକୁ ଯିବାକୁ ଦେଖାଉଛ ବାଟ ଜ୍ଞାନ ରାଜ୍ୟ ବୃଦ୍ଧିକରି, ଦେଶର ସେବାକୁ ଦେଇଛ ପ୍ରାଧାନ୍ୟ ନିଜ କାମ ପଛେ ଛାଡି।। ଶ୍ରେଣୀରେ ଅନେକ କାହାଣୀକୁ କୁହ ମନରେ ଉତ୍ସାହ ଭରି ଅଙ୍କା ବଙ୍କା ଏହି ଜୀବନ ପଥରେ ନ ଯିବାକୁ କେବେ ହାରି ।।
Loading comments…
Comments
Loading comments…