Loading…
ସ୍ୱପ୍ନର ବାଲୁକାସ୍ତୁପରୁ ଖୋଜ ଯେବେ ଶାନ୍ତିର ଶାମୁକା ଦ୍ବନ୍ଦ୍ୱ ଅନ୍ତର୍ଦ୍ବନ୍ଦ୍ୱ ଗୁଡାକ କ୍ଷତ ବିକ୍ଷତ କରନ୍ତି ସାଜି ଅଶାନ୍ତ ଝଡ଼ କିଂ କାର୍ତ୍ତବ୍ୟବିମୁଢ ହୋଇ ସାଜିଛ ଦେଶାନ୍ତରୀ ଅନ୍ତରରେ ସୃଷ୍ଟି କରି ଅଦମ୍ୟ କୋହର ଆଳାପ ବାସଶୁନ୍ୟ ତୁମେ ବାସ ଖୋଜୁଖୋଜୁ ଆବଶ୍ୟକ କର ଶରୀର ଓ ମନର ସୁରକ୍ଷିତ ନିରାପତ୍ତା।
Comments
Loading comments…