by Dr.Soumya Ranjan Khatua ✓ · 2 Jul 2021
ତୋ ଦେହ କିଏ କଲା ଏତେ ହଳଦୀ , କିଏ ସେ ତା ଦେହେ ଏତେ ମାଖି ଯାଇଛି ହଳଦୀ , ସେ ହଳଦୀ ବାସରୁ ମୋ ପ୍ରିୟତମା ବାସ ଆସେ ଚହଟି , ସେ ବାସରେ ମୋ ମନ ହୁଏ ଯେ ଛନ୍ଦି ।
Loading comments…
Loading comments…