by Rabindra kumar Sahoo ✓ · 8 May 2021
ପ୍ରଥମ ଓକିଲ ପ୍ରଥମ ବାରିଷ୍ଟର ପ୍ରଥମ ବିଲାତ୍ ଫେରନ୍ତା ତୁମେ ଏ ଜାତିର ତୁମ ଲାଗି ଏ ଜାତିର ରହିଛି ଅସ୍ତିତ୍ୱ ବାର ବାର ଚାହେଁ ଏ ମାଟି ଜନ୍ମିବାକୁ ତା' କୋଳେ ତୁମ ଭଳି ବ୍ୟକ୍ତିତ୍ୱ ।
Loading comments…
Comments
Loading comments…