by Bharatabandhu Biswal ✓ · 5 Jul 2022
ବାହୁଡା ବିଜୟେ ରାଜରାଜେଶ୍ୱର କାଳିଆ ମୋ ସୁନାବେଶେ ଦେବ ଦରଶନ ସିଂହ ଦୁଆରରେ ଶ୍ୟାମ ନଟବର ରସେ ବିଜେ ହେବ ଅନ୍ତପୁର ନିଳାଦ୍ରି ନିକୁଞ୍ଜେ ଭାଙ୍ଗିବ ଗୁମାନ ରସଗୋଲା ଗୋଲଗାଲ ।
Loading comments…
Loading comments…