by Ashok Kumar Pradhan ✓ · 17 Jul 2020
ବହୁ ବାଧାବିଘ୍ନ ଅତିକ୍ରମ କରି ଜାଗ୍ରତ ପ୍ରହରୀ, ସୁଖ ନିଦ୍ରା ଯାଉ ଆମେ ତାଙ୍କ ତ୍ୟାଗ ଅସୁମାରୀ ll ମାଆର ପଣତ ଛାଡି ଦେଶ ପାଇଁ ଲଢ଼େ, ହିମ ଗିରି ର ହିମ ଆଚ୍ଛାଦନେ ଶରୀରରୁ ଲହୁ ନିଗାଡେ ll
Loading comments…
Loading comments…