by Sandhyarani dash ✓ · 30 Jun 2019
ତୋ ହସେ ମୁହିଁ ଦୁନିଆ ଭୁଲେ ସୀମା ହୀନ ତୋର ସ୍ନେହର ମୂଲ। ମୁଁ ଥିଲି ଗୋଟିଏ ଗ୍ରୀଷ୍ମର ଖରା ତୁ ଥିଲୁ ମୋହର ଶ୍ରାବଣ ଧାରା।
Loading comments…
Comments
Loading comments…