by Pramila Mohanty ✓ · 9 Oct 2020
ମହୁଝରା ଅଭୂଲା ହଜିଲା ଦିନ ର ମଧୁମୟ ଗାଥା ନିଷ୍ପାପ ମନ ମତୁଆଲା ଚୁଲ୍ ବୁଲି ଅଝଟପଣ ସବୁ କିଛି ଅଭୂଲା ବିତି ଯାଇଛି ସେହି ଦିନ ସମୟର ସ୍ରୋତରେ କାଗଜର ଡଙ୍ଗା ଟି ପରି ଅଥଳ ଢେଉରେ ଲୀନ ଛାଡି ଯାଇଛି ଛାପା
Loading comments…
Loading comments…