by Biswanath Nayak ✓ · 30 Jun 2019
କିନ୍ତୁ?ସୂର୍ଯ୍ୟରୁପୀ କାମୁକର ଲୋଲୁପ ଦୃଷ୍ଟିରେ ଜର୍ଜରିତା କୁମାରିତ୍ଵ, ସଲୀଳ ସମାଧି ନେଲା ଚନ୍ଦ୍ରଭାଗା ପରି। ଛଦ୍ମବେଶୀ ଅତ୍ୟାଚାରୀ ଦୁର୍ମିଳା ଦାନବ, ଭରିଦେଲା ତା କାନିରେ ଅଯାଚିତ ମାତୃତ୍ଵର ବୋଝ।
Loading comments…
Loading comments…