by Er. Suchismita Satpathy ✓ · 9 May 2022
ଭୂଇଁ କୁ ଛୁଉଁ ଛୁଉଁ ପାତର ଅନ୍ତର ଦେଖିଛି, ଝିଅ ହେବାରେ ଅବହେଳା ଭୋଗିଛି, ପାଠପଢ଼ାରେ ଆଗପଛ ହୋଇଛି, କଅଁଳୁ ଥିବା ପକ୍ଷ ମୋ ଛେଦନ ହୋଇଛି, ତଥାପି ମୁଁ ଭଲରେ ଅଛି, ହଁ ମୁଁ ଭଲରେ ଅଛି।
Loading comments…
Loading comments…