by Satyabati Swain ✓ · 6 Nov 2021
ହସୁ ପୃଥିବୀ ବାସୁ ମଣିଷ ହୃଦୟ ଛୁଉଁ ଯାଉ ହୃଦୟକୁ ଦୂର ହେଉ କଷଣ ଦୂଷଣ ଧର୍ଷଣର ମହା ଅନ୍ଧକାର ଆଲୋକମୁହାଁ ହୁଅ ହୋ ମଣିଷମାନେ।
Loading comments…
Loading comments…