by Mamatamanjari Das ✓ · 7 Apr 2022
ତୁମେ କଣ ଦେଖିପାରୁନ ହୋ ସାଆନ୍ତେ ତୁମକୁ ଶୁଣାଉଥିବା ଗୀତଗୋବିନ୍ଦର ପ୍ରତିଟି ପଙ୍କ୍ତିକୁ ମୁଁ ଏବେ କାଢ଼ି ଫିଙ୍ଗିଦେଇଛି ମୋ ହୃଦୟ ତନ୍ତ୍ରୀରୁ ମୁଁ ଏବେ ମୋହ ମୁକ୍ତ ହୋ ସାଆନ୍ତେ ପ୍ରତିଟି ସ୍ମୃତିକୁ ଗଣ୍ଠି ପକାଇ ଦେଇଛି
Loading comments…
Loading comments…