by Dharitri Das ✓ · 25 Mar 2021
କଳସ ଭାରରେ ସାଜେ ପଳାଶ ମାଳି ଓଗାଳ ପଡୁଛି ଶୁଣ ଭଳିକି ଭଳି। ପିଠା ପଣା ସାଥେ ଦୁଧ ବନ୍ଦାଣ କରି ଭୋଜି ଭାତେ ମାତିଛନ୍ତି ଗୋପରେ ହରି ଚାଲ ଚାଲ ଯିବା ଆମେ ସଭିଏଁ ତହିଁ ଗୋପରେ ରାଧାକୃଷ୍ଣଙ୍କୁ ଦେଖିବା ପାଇଁ।
Loading comments…
Comments
Loading comments…