by Pabitra Sahu · 26 Mar 2021
ଗୋପାଳ ତନୟ ବାଡି ପୂଜା କରି ଲଉଡି ସିଏ ଖେଳଇ ଆମ ସଂସ୍କୃତିକୁ ଜୀବିତ ରଖିଛି ଶ୍ରୀକୃଷ୍ଣ ଆଶିଷ ନେଇ। ଚଉଦ ଭୁବନ ରଙ୍ଗମୟ ଆଜି ହୋଲିର ଉତ୍ସବ ପାଇଁହାତେ ଧରି ରଙ୍ଗ ମଜି ଯାଅ ସବୁ କାଲିକି ଆସିବ
Loading comments…
Loading comments…