by Bijay Prusty ✓ · 4 Mar 2021
ରଙ୍ଗ ବୋଳୁଥିଲା ତୁମ ଦେହେ ମୁହେଁ ଫଗୁ ପୂନେଇଁର ଜହ୍ନ ଆଖିରେ ଆଖିରେ ଛୁଇଁଦେଇ ମୋତେ ମୋହିନେଉଥିଲ ମନ I ତୁମରି ରୂପର ନିଆଁରେ ଲୋ ସଖୀ ଥରୁଥିଲା ଶୀତରାତି ତୁମରି ଦେହର ଖୋଲା ଅଗଣାରେ ଆଖି ଢାଳୁଥିଲା ପ୍ରୀତି I
Loading comments…
Loading comments…