by namita jena ✓ · 19 May 2020
ଦୁନିଆଁର ଭିଡ଼ରେ ଯେ ମନ କିଣି ନିଏ ପର, ନିଜର କି ଦୂର ଫରକ ନଥାଏ । ସମ୍ପର୍କର ମାଳାରେ ସେ ଅଟଇ ପଦକ ସୁଖ ଦେଇ ହରେ ଯେ ଜୀବନରେ ଶୋକ ।
Loading comments…
Loading comments…