by Panchanan Jena ✓ · 15 Jun 2022
ଏକ କାନରେ ପୁରେଇ ଆର କାନରେ ଉଡେଇ ନ ଶୁଣିଲା ପରି ବ୍ୟବହାରି କେତେ ଖଣ୍ଡଯୁଦ୍ଧର ହାହାକାର ବାକ୍ୟ ବାଣର ସିତ୍କାର ଯୁଦ୍ଧମ୍ ଦେହୀର ଲଲକାର ସବୁ ଶାନ୍ତ ନୀରବ ନିଥର ମଲା ପଥର ।
Loading comments…
Comments
Loading comments…