by Abhakanta ✓ · 13 Jul 2017
ହସ ଫିକିଫିକି ମଲ୍ଲୀ ଫୁଲେ ଦେଖି ସ୍ମୃତି ଧିକିଧିକି ଜାଳେ ମଥା, ଇଚ୍ଛା ଢୋକି ଢୋକି ଫେରିଥିଲି ସିନା ଏଡ଼ି ଟିକି ଟିକି ତୁମ କଥା ।
Loading comments…
Loading comments…