by Prafulla Chandra Mishra ✓ · 28 Jun 2019
ଲାଜେଇ ଲତିକା ଲୋଟି ଯାଇଅଛ ଥୁଣ୍ଟା ବୃକ୍ଷ ରଞ୍ଜା ପରେ ତୁମରି ପରଶେ ମନ ମୋହାଛନ୍ନେ ଆବେସେ ତୁମ ସୁରଭିତ କୁସୁମ ବାସରେ ମୁଁ, ଉଲ୍ଲାସେ ନାଚଇ ସଧୀରେ ।।
Loading comments…
Loading comments…