by PUSPANJALI PUSPANJALI ✓ · 24 Jun 2021
କୋଟି କୋଟି ଜୀବ ଧରିଛି ବକ୍ଷରେ ସେତ ବସୁନ୍ଧରା ନାମେ କୋଟି କୋଟି ଜନ ମାନସ ତଟରେ ବାନ୍ଧିଛି ସମ୍ପର୍କ ଡୋରେ ପୃଥିବୀ ରାଣୀର ନାମ ସେ ରଖିଛି କୋଟି ଜନ ମନ ତୋଷି
Loading comments…
Loading comments…