by DILIP KUMAR SAHOO ✓ · 27 May 2021
ଜୀବନର ଚଲାବାଟ ଖାଲଖମା ଭରା ପାଦେପାଦେ ତୁମେ ପ୍ରଭୁ ହୋଇଛ ସାହାରା କେତେବେଳେ ଛାଇ ପୁଣି କେତେବେଳେ ଖରା ତୁମ ପାଇଁ ସମୟ ମୋ ସୁଖର ପସରା
Loading comments…
Loading comments…