by Parshuram Biswal ✓ · 22 Jul 2017
ବୁଝେଇ କହିଦେ କାଳିଆ ତୋ ପୁଅ ଖଟିବ ସେ ରାତିଦିନ ସବୁ କାମ ଏକା ଭାବିବନାହିଁ ସେ କିଏ ବଡ଼ କିଏ ସାନ ହସିବ ଓଡ଼ିଶା, ହସିବ ତୋ ଚଷା ଗରିବ ମୂଲିଆ ପୁଅରେ ତୋର ପାଦେ ଥବ ଲୟ ।
Loading comments…
Loading comments…