by Sushantkumar Pradhan ✓ · 15 Oct 2018
ବିଧାନସଭାକୁ ଯାଇ ଆଗେ ତୋର ନାମ ନେଇ ଆବାସ କୁଡିଆ ଖଣ୍ଡେ ଦେବି ତୋ ଲାଗି ସିମେଣ୍ଟ ପାଚେରି କରି ମାର୍ବଲ ଚଟାଣେ ଭରି ଗଛ ତଳର କୁଡିଆ ଦେବି..
Loading comments…
Comments
Loading comments…