by Prafulla Chandra Mishra ✓ · 26 Apr 2020
ହଜି ଯାଉଅଛି ଜ୍ଞାନ ଓ ଗରିମା ନର ନାରୀ ନୀତି ହୀନ ବଢେ ଅପରାଧ ଜୀବନ ହତାଶ ପଥ ହୁଡେ ଦିନୁ ଦିନ ।। ଖାଇବାର ଦାନ୍ତ ଦେଖାଇବା ଦାନ୍ତ ହାତୀ ପରି ଏ ମଣିଷ ବିଷମ ସ୍ଥିତି ରେ ମଣିଷ ତୁଣ୍ଡେ ଖାଲି ହଳାହଳବିଷ ।।
Loading comments…
Loading comments…