by Raj Majhi ✓ · 19 Aug 2019
ହାତଠାରି ଡାକୁଛି ଜହ୍ନ ଦେବା ପାଇଁ ଗୋଲାପୀ ଗାଲରେ ସ୍ନେହର ଚୁମ୍ବନଟି ରୂପସୀ ଅନ୍ଧାରି ରାତିରେ ଡେଣା ମେଳି ଉଡିଯିବାକୁ ଥରୁଟିଏ କଇଁ ର ଇଚ୍ଛା ଅୟୁତ ଯୋଜନ କୁ ଚିରି ।।
Loading comments…
Comments
Loading comments…