by PUSPALATA SAHOO ✓ · 22 Oct 2021
କରି ଦିଅ ନାଥ ତ୍ରିଶାଖା ପତର ରହିଥିବି ସଦା ପାଖେ ତୁମରି ସେବାରେ ବିତାଇ ମୋ ଦିନ ମଉଳିବି ତବ ପାଦେ
Loading comments…
Comments
Loading comments…