by Shiba Charan Mahapatra ✓ · 27 May 2021
ଦିଅ,ଏମିତି ସମ୍ମୋହନୀ ମାଟି ଯେ ଉଡ଼ିବାକୁ ବିଶ୍ୱାସ ମନ୍ତ୍ର ଫୁଙ୍କି ଜାବୁଡ଼ି ଧରିବ ବାଟଭୁଲା ପକ୍ଷୀ ପାଦ, ଏମିତି ପ୍ରଦୂଷଣ ମୁକ୍ତ ପବନ ଯା' ଛାତି ତରଂଗରେ ମୋ ଶବ୍ଦ ଉଡେଇ ଦେବ ରଙ୍ଗ ବେରଙ୍ଗ କବିତା ବିହଙ୍ଗ..!!
Loading comments…
Loading comments…