by Debadatta Mishra ✓ · 8 Jul 2019
ମଣିଷ ମଣିଷଟେ ହେଉ ନିଜ ଭିତରେ ଖୋଜୁ ମାନବତ୍ୱକୁ । ଈଶ୍ୱରଙ୍କ ସେବା ନୁହେଁ କରୁ ଜଗତ କଲ୍ୟାଣ । ନିଜ ଭାଗ୍ୟ ନିଜେ ଗଢୁ ହାତେ ଧରି କର୍ମର ନିହାଣ ।
Loading comments…
Loading comments…