by Prafulla Chandra Mishra ✓ · 15 Jun 2021
ବୈକୁଣ୍ଠାଧିପତି ପତର ମାଧ୍ୟମେ କରିଦେଲି ସାବଧାନ ପ୍ରତିକାର ୟାର ନକରିବ ଯଦି ଛାଡ ବୈକୁଣ୍ଠ ଆସନ ଏଡେବଡ ପଣ ଲଭିଛ ଗୋସାଇଁ ଦୁଷ୍ଟଙ୍କୁ ଦଳନ କର ନରଖିଲେ ରସା ରସାତଳେ ଗଲା “ଇତି” ମୁଁ ଦାସ ତୁମର
Loading comments…
Loading comments…