by Abhisek Mohapatra ✓ · 17 Jul 2019
କାହା ଫୋନ୍ ର ଆଦେଶରେ ଫିଙ୍ଗା ହୁଏ ପୁରୁଣା ଚିଠି ! ବୁଲିବାକୁ ଯିବାପାଇଁ ରାଜି ହୁଏ ମୁଁ ଯାହା ମିଠା ଆଦେଶରେ , ଗାଡି ପଛରେ ବସି ବେକରେ ହାତ ଛନ୍ଦି ଦିଏ , କେବେ ବେଞ୍ଚ ପାଖରେ ବସି ଦୂରେଇ ଯାଅ ବୋଲି ମିଛେ କୁହେ । ଏତେ କାର୍ଯ୍ୟ ଚାପରେ ବି ସ୍ଥିର ରହେ ଯାହା ପ୍ରେମରେ !
Loading comments…
Comments
Loading comments…