by KRUTIBAS NAYAK ✓ · 21 Nov 2020
ଯାହାର ଭାବନା ଦୁଃସମୟ ଦେଖି ବଦଲୁଛି ଘନଘନ, ତାକୁ ତ ଭରସା କରି ହେବନାହିଁ ଦେଉପଛେ ଯେତେଧନ | ସେହି ଲୋକ ସିନା ହୁଅନ୍ତି ନିଜର ଦେଖି ଜାଣେ ଆମ ସୁଖ, ବୁଝି ପାରନ୍ତି ସେ ଆମ ମନକଥା ହୃଦୟରେ ଥିବା ଦୁଃଖ | ଜୀବ ଜଗତରେ ମଣିଷ କେବଳ ଅର୍ଜନ
Loading comments…
Loading comments…