by jagabandhu sahu ✓ · 9 Jun 2021
ହଜି ଯେ'ଯାଇଛି ସକଳ ମନରୁ ସୁଖ ସଉଦାର ଦିନ ହୋଇ ହୀନିମାନି ଛାଡି କର୍ମଭୂମି ବିଚଳିତ ହୁଏ ମନ ଏ ଧରା ଧାମରୁ ମହାମାରୀ ଯାଉ ଆସି ତୁମେ କୃପା କର ଆହେ ଗଣପତି ତୁମ ପାଦ ପଦ୍ମେ ଏତିକି ମାଗୁଣି ମୋର
Loading comments…
Comments
Loading comments…