by Pramila Mohanty ✓ · 10 Jul 2021
ଦରଦି ହୃଦୟ ର ଅନ୍ତରାଳେ ଅଶ୍ରୁବୁନ୍ଦା କୁ ମୁଁ ରଖିଛି ସାଇତି ଉଣାକର ନାହିଁ ପ୍ରଭୁ କୁରୁଣା ତୁମରି ରଖ ସଦା କୃପା ଦୃଷ୍ଟି ତୁମ ଦୟା ପ୍ରେମ ଭରା ଅଗାଧ ସମୁଦ୍ର ରୁ ଦିଅ କାଣିଚାଏ ଆଜି
Loading comments…
Loading comments…