by Chandrakanta Jena ✓ · 9 Sept 2020
ପ୍ରଥମ ପ୍ରେମର ପ୍ରଥମ ଚିଠିକୁ ଲେଖୁଛି ତୁମରି ପାଇଁ ଚିଠି ପଢି ସାରି ଚିଠିର ଉତ୍ତର ପ୍ରିୟା ଲୋ ଦେବ ପଠାଇ !! ତୁମ ଭାବନାରେ କ'ଣ ଅଛି ପ୍ରିୟା ସେ କଥା ମୁଁ ଜାଣେ ନାହିଁ ଭଲପାଏ ବୋଲି ଏହି ପତ୍ର ଟିକୁ ଲେଖୁଛି ତୁମରି ପାଇଁ
Loading comments…
Comments
Loading comments…