by ଦୀପଙ୍କର ଦାସ ✓ · 6 Nov 2021
ଏଇ ମୌସୁମୀ ବର୍ଷାରେ ସେ ଭିଜିଛନ୍ତି ଏଇ ଆକାଶକୁ ଚାହିଁ ସେ ହସିଛନ୍ତି ଏଇ ମାଟିର ବାସ୍ନାରେ ସେ ବଢ଼ିଛନ୍ତି ଦୁସ୍ଥ ହେଇପାରେ ତାଙ୍କ ଶରୀର ନଥାଇପାରେ ନିଶ ହେଲେ ମଧ୍ୟ ସେ ଏ ମାଟିର ବୀର ପୁରୁଷ
Loading comments…
Comments
Loading comments…