by ABADHOOT PANDA ✓ · 23 Nov 2021
ସମାନତା ସହକାରେ ସଜାଇ ଦିଏ ଜିହ୍ୱା ଭାବାବେଗକୁ ଆମର ଶବ୍ଦର ତାରକାରେ ହୋଇପାରେ କୂଟନୀତି ଏକ ଉତ୍ତମ ସୂତ୍ର ଏକ ମହତ୍ତର ସ୍ୱାର୍ଥ ସାଧନା ନିମିତ୍ତ କିନ୍ତୁ କରିବାକୁ ତାକୁ ନିଷ୍ଠାପର ପରିବେଷଣ କରି ପ୍ରାଞ୍ଜଳ ରୂପେ ବିନିଯୋଗ କରିଥାଏ ମଣିଷ
Loading comments…
Comments
Loading comments…