by Pareshchandra Das ✓ · 14 May 2019
ଏ ଆଖି ମାନେନା ଏ ମନ ବୁଝେନା ପତଙ୍ଗ ଯେମନ୍ତେ ନିଆଁ । ତୁମ କଳା ଜାଇ ମୋତେ କଲା ଛାଇ ହଜିଲା ପ୍ରେମିକ ନାଆଁ ।।
Loading comments…
Loading comments…