by Anam Charan Sahoo ✓ · 17 Jan 2020
ଆପଣା ସ୍ବାର୍ଥରେ ବାଇଆ ମଣିଷ ବଣ ପରିବେଶ କରିଚାଲେ ନାଶ ଯହିଁ ଥିଲା ତରୁ ତହିଁ ଚାଷ ଜମି ସଂଖ୍ୟା ମୋର ଦ୍ରୁତ ବେଗେ ଯାଏ କମି।
Loading comments…
Comments
Loading comments…