by Pranati Mahapatra ✓ · 23 Dec 2021
ସ୍ୱାଧିନ ଭାରତ ପାଇଁ ତ ନେହେରୁ ସଂଗ୍ରାମେ ଝାସ ଦେଇ ଗିରଫ ହୋଇଲେ ଖଲାସ ବି ହେଲେ ମାଟି ପାଇଁ କରି ଲଢେଇ ଦେଶ ସ୍ୱାଧିନତା ଗଲା ହୋଇ ସ୍ୱାଧିନ ଭାରତ ପ୍ରଥମ ପ୍ରଧାନ ମନ୍ତ୍ରୀ ସେ ଥିଲେ ହୋଇ ।
Loading comments…
Comments
Loading comments…