by dipa sikha ✓ · 15 Apr 2021
ଆଜି ବି ରଖିଚି ମନେ ତୁମରି ସେ ନୀତି ଶିକ୍ଷା, ଆଜି ବି ଆଖିରେ ନାଚେ ତୁମ ସ୍ନେହ ବୋଳା କଥା | ବାପାଙ୍କ ମାଡ଼ ଗାଳିରୁ କରୁଥିଲ ମୋତେ ରକ୍ଷା, ଶୋଉଥିଲି ଆନନ୍ଦରେ ତୁମ କୋଳେ ରଖି ମଥା
Loading comments…
Loading comments…