by Raja Sekhar CH V ✓ · 11 May 2022
ଶ୍ରୀମନ୍ଦିର ଶ୍ରୀଦେବୀଙ୍କର ହେଲେ ଶ୍ରୀମନ୍ତ ଶ୍ରୀକାନ୍ତ ଶ୍ରୀଧର ଭୂମଣ୍ଡଳ ଭୂଦେବୀଙ୍କର ହେଲେ ମଦନମୋହନ ମହୀଧର ଗୋକୁଳ ବୃନ୍ଦାବନର ହେଲେ ବରଦ ବଂଶୀଧର ଗିରିଧର ଆରାଧକଙ୍କର ହେଲେ ଦୀପଙ୍କର ଭବସାଗର ଦାମୋଦର
Loading comments…
Loading comments…