by Sisir Panda ✓ · 27 Jan 2019
ଭାବର ଅଭାବେ ନରହେ ସେ ହୃଦେ ତାପରି ଉଦାର ନାହିଁ କେ ଜଗତେ ସଦାସର୍ବଦା ଥାଏ ଜଗତ ହିତେ ସବୁକିଛି ସମ୍ଭବ ତା' ଉପସ୍ଥିତେ।।
Loading comments…
Loading comments…