by Sabita Sukla ✓ · 1 Dec 2020
ଭାବିଲେ ଭାବନା ଜାଣ ଆହେ ଭାବଗ୍ରାହୀ, ଠିକଣା ଲେଖୁଛି ଜଗନ୍ନାଥ ନାମ ଦେଇ।2। ସୁକର୍ତ୍ତବ୍ୟ କରୁଥିବି ମୋର ଜୀବନରେ, କୃତଜ୍ଞତା ଜଣାଇବି ସନ୍ଧ୍ୟା ପ୍ରାର୍ଥନାରେ।3।
Loading comments…
Loading comments…