by Sambit Dash ✓ · 8 Mar 2022
ଶରତ ଋତୁରେ ଗାଁ ନଦୀ କୂଳ ଦିଶେ କେଡେ ସୁନ୍ଦର, ହେ ମାତା ଏ ମର୍ତ୍ତ୍ୟମଣ୍ଡଳକୁ ଆସି ପାପର ବିନାଶ କର ।। ପାର୍ବଣ ସମୟେ ମଣ୍ଡପେ ମଣ୍ଡପେ ମାଆଙ୍କର ହୁଏ ପୂଜା, ଚାନ୍ଦୀ ମେଢ଼ ସାଙ୍ଗେ ଭଳିକିଭଳି ଲାଇଟ୍ ହୋଇଥାଏ ସଜା
Loading comments…
Loading comments…