by Jayashree Maharana ✓ · 13 Aug 2021
ମନ୍ଦ ବୁଦ୍ଧି କର ନାଶ କଳୁଷ ହାରିଣୀ ସ୍ନେହ ପ୍ରେମ ଝରାଅ ଗୋ ମଙ୍ଗଳ କାରିଣୀ । ଅନ୍ୟାୟ ଅଧର୍ମ ନାଶି ଅଭୟ ଦାୟିନୀ ସତ୍ୟ ନ୍ୟାୟ ଭରିଦିଅ ଶକ୍ତି ସ୍ୱରୂପିଣୀ । ଅତ୍ୟାଚାରୀ ଅହଂକାରୀ ଭୟଙ୍କର ପ୍ରାଣୀ ବଧ କର ସ୍ବହସ୍ତରେ ସଂହାର କାରିଣୀ
Loading comments…
Comments
Loading comments…