by subrat kumar jena ✓ · 23 Mar 2022
ସେ ବା କଣ ବୁଝିଥାନ୍ତା, ଏ ଜନମ ମରଣର ଗୂଢ ରହସ୍ୟକୁ ଏଡ଼େ ବକଟେ ହୋଇ, ସେ ସେମିତି ଡାକି ଚାଲିଥିଲା ନିରନ୍ତର, ପଣତର ଉହାଡ଼େ , ହାତେ ମୁହଁକୁ ତଉଲୁଥିଲା ମାର ମମତାକୁ, ଅବୋଧ ନିଷ୍ପାପ ଶିଶୁ କାଁହୁ ବୁଝିବ, ପ୍ରକୃତିର ଦାରୁଣ ଚିତ୍କାରକୁ,
Loading comments…
Loading comments…